PM Modi warns Pakistan: Every terror strike will come at a heavy price
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
PM Modi warns Pakistan: Every terror strike will come at a heavy price
ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ
ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ ନେଲା ଭାରତ । ପହଲଗାମ୍ ଲୋମହର୍ଷକ ଆତଙ୍କୀ କାଣ୍ଡକୁ ଆଜି ମାସେ ପୂରିଥିବା ବେଳେ ରାଜସ୍ଥାନରେ ଏଭଳି ସିଂହନାଦ ସହ ପାକିସ୍ତାନକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଆଗକୁ ପ୍ରତିଟି ଆତଙ୍କୀ ହମଲା ପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ହେବ। ସମୟ ଓ ପଦ୍ଧତି ସେନା ନିର୍ଦ୍ଧାରଣ କରିବ, ସର୍ତ୍ତ ବି ଆମର ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)