Advertisment

ମନ୍ତ୍ରୀଙ୍କ ଝିଅକୁ ବି ଛାଡ଼ିଲେନି

ମୁଁ ମନ୍ତ୍ରୀ ରୂପେ ନୁହେଁ ଜଣେ ମା’ ରୂପେ ଆସିଛି। ମୋ ଝିଅ ଓ ତା’ସାଙ୍ଗ ସାଥୀଙ୍କ ସହ ଯାହା ଘଟିଲା ତାହା ବେଶ୍ ନିନ୍ଦନୀୟ। ଏଭଳି କିଛି ଅଭିଯୋଗ ଆଣି ଥାନାକୁ ଯାଇଛନ୍ତି ଖୋଦ କେନ୍ଦ୍ରମନ୍ତ୍ରୀ।

author-image
Santosh Kumar Sahoo

କେନ୍ଦ୍ର ମନ୍ତ୍ରୀଙ୍କ ଝିଅକୁ ବି ଛାଡ଼ିଲେନି। ଗହଳିର ସୁଯୋଗ ନେଇ କଲେ ଦୁର୍ବ୍ୟବହା। ପାଖରେ ଥିବା ସୁରକ୍ଷାକର୍ମୀଙ୍କୁ ବି ଖାତିର କଲେନି। ମହାରାଷ୍ଟ୍ର ଜଳଗାଓଁରେ ମହାଶିରାତ୍ରୀ ଆୟୋଜିତ ହୋଇଥିବା ମେଳାରେ ଘଟିଛି ଏଭଳି କିଛି ଲଜ୍ଜାଜନକ ଘଟଣା। ଏନେଇ ଖୋଦ ଅଭିଯୋଗ ଆଣି ଥାନରେ ପହଞ୍ଚିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ଼ସେ।

Advertisment
Girls Harrased Union Minister
Advertisment
Advertisment