Advertisment

ଏନକାଉଣ୍ଟରରେ ଥରହର ମାଓବାଦୀ

#ନନଷ୍ଟପ୍_ଏନକାଉଣ୍ଟରରେ_ଥରହର_ମାଓବାଦୀ ଶାନ୍ତି ଆଲୋଚନା ପାଇଁ ଜାରି କଲେ ପ୍ରେସ୍ ନୋଟ୍। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ପାଣ୍ଡୁମ ଗସ୍ତ ପୂର୍ବରୁ ଶାନ୍ତି ଆଲୋଚନା ପାଇଁ ପ୍ରେସନୋଟ୍ ଜାରି କରିଛି ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି। ସୁରକ୍ଷାକର୍ମୀଙ୍କ ଅପରେସନକୁ ନରସଂହାର ବୋଲି କହିଛନ୍ତି ମାଓବାଦୀ। ଲଗାତାର ଏନକାଉଣ୍ଟରରେ ୪୦୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଦାବି କରିଛି ମାଓ ସଂଗଠନ।

author-image
Saroj Kumar Jena

#ନନଷ୍ଟପ୍_ଏନକାଉଣ୍ଟରରେ_ଥରହର_ମାଓବାଦୀ
ଶାନ୍ତି ଆଲୋଚନା ପାଇଁ ଜାରି କଲେ ପ୍ରେସ୍ ନୋଟ୍। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ପାଣ୍ଡୁମ ଗସ୍ତ ପୂର୍ବରୁ ଶାନ୍ତି ଆଲୋଚନା ପାଇଁ ପ୍ରେସନୋଟ୍ ଜାରି କରିଛି ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି। ସୁରକ୍ଷାକର୍ମୀଙ୍କ ଅପରେସନକୁ ନରସଂହାର ବୋଲି କହିଛନ୍ତି ମାଓବାଦୀ। ଲଗାତାର ଏନକାଉଣ୍ଟରରେ ୪୦୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଦାବି କରିଛି ମାଓ ସଂଗଠନ।

Advertisment
Amit Shah Maoists Chhattisgarh
Advertisment
Advertisment