Mahua Pinaki Marriage
ବେଙ୍ଗଲର ଝିଅ, ଏବେ ଶ୍ରୀକ୍ଷେତ୍ର ବୋହୂ । ପିନାକୀ- ମହୁଆଙ୍କ ପଡ଼ିଛି ହାତଗଣ୍ଠି । ଶ୍ରୀକ୍ଷେତ୍ରର ପୂର୍ବତନ ସାଂସଦଙ୍କୁ ବାହା ହୋଇ ଏବେ ଖୁବ୍ ଚର୍ଚ୍ଚାରେ ସାଂସଦ ମହୁଆ ମୋଇତ୍ରା । ଅନେକ ଦିନର ଗସିପ ପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ମହୁଆ ମଧ୍ୟ ବାହାଘର ପରେ ପ୍ରଥମ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ପିନାକୀ ମିଶ୍ର ତାଙ୍କ ହାତ ଧରି ଏକ କେକ୍ କାଟୁଥିବାର ଫଟୋ ପୋଷ୍ଟ କରିଛନ୍ତି ମହୁଆ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)