Advertisment

ପାର୍ଲିଆମେଣ୍ଟରେ ପିଆଜ ବଜାର

ପିଆଜର ଉତ୍ପାଦନ ବଢ଼ିଛି ସତ, କିନ୍ତୁ ଏବେ ଦର ଏତେ କମି ଯାଇଛି ଯେ, ଚାଷୀ ପୂରା ଘାଟାରେ। ତେଣୁ ମହାରାଷ୍ଟ୍ରର ମହାବିକାଶ ଆଘାଡିର ସାଂସଦ ମାନେ ଆଜି ସଂସଦ ଭବନ ସମ୍ମୁଖରେ ପିଆଜ ମାଳା ଧରି ପ୍ରତିବାଦ କରିଛନ୍ତି।

author-image
Chinmayee Sahoo

ପିଆଜର ଉତ୍ପାଦନ ବଢ଼ିଛି ସତ, କିନ୍ତୁ ଏବେ ଦର ଏତେ କମି ଯାଇଛି ଯେ, ଚାଷୀ ପୂରା ଘାଟାରେ। ତେଣୁ ମହାରାଷ୍ଟ୍ରର ମହାବିକାଶ ଆଘାଡିର ସାଂସଦ ମାନେ ଆଜି ସଂସଦ ଭବନ ସମ୍ମୁଖରେ ପିଆଜ ମାଳା ଧରି ପ୍ରତିବାଦ କରିଛନ୍ତି।

Advertisment
Parliament Onion
Advertisment
Advertisment