ଫେଲ୍ ହେଲେ କେକ୍ କାଟିଲେ
ଥୁଆ ହୋଇଛି ଦୁଇ ଦୁଇଟି କେକ୍। ସାଙ୍ଗରେ ଠିଆ ହୋଇଛନ୍ତି ବାପା-ମା। ସାହି ପଡିଶା ଓ ବନ୍ଧୁବାନ୍ଧ। କେକ୍ କାଟି ପୁଅକୁ ଖୁଆଉଛନ୍ତି ସମସ୍ତେ। ଚାଲିଛି ସେଲିବ୍ରେସନ୍। ସମସ୍ତେ ହସଖୁସିରେ ମସଗୁଲ ଅଛନ୍ତି। ହେଲେ ଏହା କୌଣସି ବାର୍ଥଡେ କିମ୍ବା ସଫଳତାର ସେଲିବ୍ରେସନ୍ ନୁହେଁ। ଏ ସେଲିବ୍ରେସନ୍ ହେଉଛି ବିଫଳତାର। ମାଟ୍ରିକ୍ରେ ପୁଅ ଫେଲ୍ ହେବା ପରେ ଗାଳିଗୁଳଜ ନ କରି ତା’ର ମନୋବଳ ବଢ଼ାଇବା ପାଇଁ କେକ୍ କାଟି ଖୁସି ମନାଇଛନ୍ତି ପରିବାର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)