Karnataka Minister's Bizarre Remark
ଏମିତି କିଛି ବୟାନ ରଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କର୍ଣ୍ଣାଟକର ଆବାସ ଏବଂ ସଂଖ୍ୟାଲଘୁ ମନ୍ତ୍ରୀ ଜମିର ଅହମ୍ମଦ ଖାନ । ପାକିସ୍ତାନ ସହିତ ଯୁଦ୍ଧର ସମ୍ଭାବନା ମଧ୍ୟରେ ସେ ଭାରତ ତରଫରୁ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ମିଶିଲେ ଜମିର ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ଏକ ପ୍ରେସମିଟ୍ କରି ମନ୍ତବ୍ୟ ରଖିଛନ୍ତି । ଯାହା ଏବେ ସୋସଆଲ ମିଡିଆରେ ଭାଇରାଲ ହେଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)