Advertisment

ଖୁବଶୀଘ୍ର ବଦଳିବ ଲାହୋରର ନାଁ

ଫେସବୁକରେ ଦୁଇଟି ପୋଷ୍ଟ ସେୟାର କରି ପାକିସ୍ତାନକୁ ନୂଆ ଷ୍ଟାଇଲ୍‌ରେ କରିଛନ୍ତି ନିନ୍ଦା। କାଟଜୁ କହିଛନ୍ତି, ଖୁବ୍ ଶୀଘ୍ର ଆମେ ଲାହୋରରେ ଜଳଖିଆରେ ଅଣ୍ଡା ଖାଇବୁ।

author-image
Santosh Kumar Sahoo

ଖୁବଶୀଘ୍ର ବଦଳିବ ଲାହୋରର ନାଁ। ହେବ ଲଭ୍ ନଗର। ସେହିପରି କରାଚୀ ହେବ 'ନ୍ୟୁ କାଶୀ। ପେଶାୱରକୁ 'ପେଶୱା ନଗର' ଏବଂ କ୍ୱେଟାକୁ 'କୃଷ୍ଣ ନଗର' ନାମ ଦେବୁ। ପହଲଗାମ ଆକ୍ରମଣର ଭାରତୀୟ ସେନା ପ୍ରତିଶୋଧ ନେଉଥିବା ବେଳେ ଏଭଳି କିଛି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ। ସେ ପାକିସ୍ତାନକୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି।

Advertisment
India Pakistan Lahore
Advertisment
Advertisment