Advertisment

ଭାରତର ୟୁଟ୍ୟୁବର- ପାକିସ୍ତାନୀ ଗୁପ୍ତଚର

ଭାରତର ୟୁଟ୍ୟୁବର- ପାକିସ୍ତାନୀ ଗୁପ୍ତଚର । ଜ୍ୟୋତି ମାଲହୋତ୍ରାର ଖୋଲି ଚାଲିଛି ଗୋଟିଏ ପରେ ଗୋଟିଏ ତଥ୍ୟ ଲିକ୍ ପେଡ଼ି। ଅପରେସନ ସିନ୍ଦୂର ପୂର୍ବରୁ ବି ସେ ପାକିସ୍ତାନକୁ ଦେଇଥିଲା ବ୍ଲାକ୍ଆଉଟ୍ ସୂଚନା । ଏଣେ ତା ଲିଙ୍କ୍ ରେ ଆଉ ୩ ଜଣଙ୍କୁ ହରିୟାଣା ପୋଲିସ୍ ବାନ୍ଧି ଘାଣ୍ଟୁଥିବାବେଳେ ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି ବି ସ୍କାନରରୁ ବାହାରି ନାହାନ୍ତି । ଚିନ୍ତାଜନକ କଥା ହେଉଛି, ଜ୍ୟୋତିଙ୍କ ଭଳି ଭାରତୀୟ ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କୁ ISI ସଫ୍ଟ ଟାର୍ଗଟ୍ କରି ଗୁପ୍ତ ତଥ୍ୟ ହାସଲରେ ସଫଳ ହେଉଥିବା କହିଛନ୍ତି ହିସାର ଏସପି ।

author-image
Sujit kumar Swain

Indian YouTuber
Advertisment
Advertisment