Advertisment

ଉଡ଼ିଗଲେ ଶୁଭାଂଶୁ, କାନ୍ଦିଲେ ମା’

ପୁଅର ଏତେ ବଡ଼ ସଫଳତାକୁ ଦେଖି ଓଠରେ ଚେନାଏ ହସ ରଖି ଆଖିରୁ ଠପ୍‌ଠପ୍‌ ଲୁହ ଝରାଉଛନ୍ତି ମା’ ।

author-image
Santosh Kumar Sahoo

ମା’ ଆଖିରୁ ଝରିଯାଉଛି ଖୁସିର ଲୁହ । ତା’ ପଣତକାନି ତଳେ ବଡ଼ ହୋଇଥିବା ଅଝଟିଆ ସୁନା ପୁଅଟା ଆଜି ମହାକାଶକୁ ଉଡ଼ିଯାଇଛି । ବାପା-ମା’ଙ୍କ ନାଁ ରଖିଛି । ଆଉ ସାରା ବିଶ୍ବରେ ନିଜର ନାଁକୁ ଚମକାଇଛି । ପୁଅର ଏତେ ବଡ଼ ସଫଳତାକୁ ଦେଖି ଓଠରେ ଚେନାଏ ହସ ରଖି ଆଖିରୁ ଠପ୍‌ଠପ୍‌ ଲୁହ ଝରାଉଛନ୍ତି ମା’ ।

Advertisment
NASA
Advertisment
Advertisment