ISI Spy
ଭାରତରେ ଛାଇଛନ୍ତି କି ପାକିସ୍ତାନ ଗୁପ୍ତଚର ? ଦେଶର ଅନେକ ରାଜ୍ୟରେ ଏବେ ବି ସକ୍ରିୟ ଅନେକ ଚୋରା ତଥ୍ୟ ପ୍ରଦାନକାରୀ । ଏବେ ସୁଦ୍ଧା ବନ୍ଧା ହେଲେଣି ୧୧ ଜଣ । ଆଗକୁ ଆହୁରି ଲମ୍ବିପାରେ ଏହି ତାଲିକା । ପହଲଗାମ ଆତଙ୍କବାଦୀ ହମଲା ପରେ ସେନା, ସରକାର ଓ ସମସ୍ତ ରାଜ୍ୟର ପୋଲିସ ଏବେ ଆଲର୍ଟ ଅଛନ୍ତି । ଆଉ ଏତିକି ବେଳେ ଦେଶ ପାଇଁ ଚ୍ୟାଲେଞ୍ଜ ପାଲଟିଲେଣି ପାକିସ୍ତାନୀ ଗୁପ୍ତଚରମାନେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)