SUDARSHAN-CHAKRA
ହଜିବ ପାକିସ୍ତାନର ନିଦ ! ଥରହର ହେବେ ଶତ୍ରୁ ! ଆଟାକ୍ ତ ଦୂରର କଥା, ଭାରତକୁ ଆଖି ଉଠାଇ ଦେଖିଲେ ମାଟିରେ ମିଶିବେ । ଆଖି ପିଛୁଳାକେ ଶତ୍ରୁକୁ ଛିନଛତ୍ର କରିଦେବ ସୁଦର୍ଶନ ଚକ୍ର । ଯେମିତି ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ଅଧର୍ମର ନାଶ କରୁଥିଲେ, ଏବେ ସେହି ସୁଦର୍ଶନ ଚକ୍ରରେ ଶତ୍ରୁକୁ ନିପାତ କରିବ ଭାରତ । ଆଜି ଲାଲକିଲ୍ଲାରୁ ଶତ୍ରୁକୁ ଏମିତି ସିଧା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖୁବଶୀଘ୍ର ଆସୁଛି ଭାରତର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମ ସୁଦର୍ଶନ ଚକ୍ର । ଯାହା ଶତ୍ରୁର ଆଟାକ୍ ରୋକିବ, ହିଟ୍ବ୍ୟାକ୍ ବି କରିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)