ବାଜିବ ଯୁଦ୍ଧ ସାଇରନ୍ କରିବେ କ’ଣ ?
ପହଲଗାମ ଆତଙ୍କୀ ହମ୍ଲା ପରେ ଆକ୍ସନ ମୁଡରେ କେନ୍ଦ୍ର ସରକର। ନିର୍ଣ୍ଣାୟକ ଲଢ଼େଇ ପାଇଁ ଆରମ୍ଭ ହୋଲାଣି ପ୍ରସ୍ତୁତି। ଦେଶର ୨୪୪ ରାଜ୍ୟକୁ ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ବୁଧବାର ବାଜିବ ସାଇରନ । ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ ମିଳିବ। ତେବେ କ’ଣ ଏହି ଯୁଦ୍ଧ ସାଇରନ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)