Advertisment

Indus Waters Treaty: ପାଣି ପାଇଁ କାନ୍ଦିବ ପାକିସ୍ତାନ

ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ ବସିଥିବା ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚୁକ୍ତି ବାତିଲ ପରେ ଆଗାମୀ ଦିନରେ ପାଣି ପାଇଁ ଡହଳ ବିକଳ ପାକିସ୍ତାନ ହେବ।

author-image
Santosh Kumar Sahoo

ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ପରେ ଆକ୍ସନ ମୁଡ୍‌ ଆସିଛନ୍ତି କେନ୍ଦ୍ର ସରକାର। ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର। ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ ବସିଥିବା ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚୁକ୍ତି ବାତିଲ ପରେ ଆଗାମୀ ଦିନରେ ପାଣି ପାଇଁ ଡହଳ ବିକଳ ପାକିସ୍ତାନ ହେବ।

Advertisment
India Pakistan Pahalgam Terrorist Attack
Advertisment
Advertisment