Advertisment

India Air Strike: ଭାରତର ଷ୍ଟ୍ରାଇକ୍ ପରେ ପାକିସ୍ତାନର ସାଟେଲାଇଟ୍ ଇମେଜ

ସାମ୍ନାକୁ ଆସିଲା ଆଉ କିଛି ସାଟେଲାଇଟ୍ ଇମେଜ୍ । ଭାରତର ଆକ୍ରମଣରେ କିଭଳି ଧ୍ବସ୍ତବିଧ୍ବସ୍ତ ହୋଇଛି ପାକିସ୍ତାନର ମୁରିଦକେ ସ୍ଥିତ ମରକଜ ତୈବା ।

author-image
Namita Biswal
ଅଦ୍ୟତନ ହୋଇଛି

ସାମ୍ନାକୁ ଆସିଲା ଆଉ କିଛି ସାଟେଲାଇଟ୍ ଇମେଜ୍ । ଭାରତର ଆକ୍ରମଣରେ କିଭଳି ଧ୍ବସ୍ତବିଧ୍ବସ୍ତ ହୋଇଛି ପାକିସ୍ତାନର ମୁରିଦକେ ସ୍ଥିତ ମରକଜ ତୈବା । ପହଲଗାମ୍‌ରେ ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହତ୍ୟା କରିବା ପରେ ପାକିସ୍ତାନ ପ୍ରାୟୋଜିତ ଏହି ଆତଙ୍କବାଦୀ ହମଲାର କଡ଼ା ଗଣ୍ଡା ହିସାବ କରିଛି ଭାରତ ।  

Advertisment
Pakistan Airstrike India Pakistan War
Advertisment
Advertisment