Advertisment

ସୀମାରେ ଫେରିଛି ଶାନ୍ତି

ତିନି ଦିନର ଗୁଳିଗୋଳା ବର୍ଷଣ ପରେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସୀମାରେ ଫେରିଛି ଶାନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ହୋଇଛି ଅସ୍ତ୍ରବିରତି। ହେଲେ ଏବେବି ଶାନ୍ତିରେ ନିଶ୍ୱାସ ମାରି ପାରିବନି ଆତଙ୍କୀରାଷ୍ଟ୍ର। ପାଣି ପାଇଁ ହେବ ଛଟପଟ। ସହିବ କ୍ଷତି ଉପରେ କ୍ଷତି। ସଳଖି ପାରିବନି ଅଣ୍ଟା। ଭାରତ ସହ ପଙ୍ଗା ନେବାର ପରିଣାମ ଭୋଗିବ। ଅସ୍ତ୍ରବିରତି ହେଲେ ବି ହଟିବନି କଟକଣା। ପାକିସ୍ତାନ ଉପରେ ଭାରତ ଲଗାଇଥିବା ସବୁ ପ୍ରତିବନ୍ଧକ ବଳବତ୍ତର ରହିବ।

author-image
Sujit kumar Swain

Operation Sindoor
Advertisment
Advertisment