ପାକିସ୍ତାନ ମିସାଇଲକୁ କାଟିଲା ‘ସୁଦର୍ଶନ ଚକ୍ର’
ପାକିସ୍ତାନର ସବୁ ଆକ୍ରମଣ ଯୋଜନା ଫେଲ୍ । ୧୫ ସହରକୁ ଡ୍ରୋନ୍ ଓ ମିସାଇଲ୍ ପଠାଇଥିଲା ପାକ୍ । S-400 ସୁଦର୍ଶନ ଚକ୍ର ମାଡ଼ରେ ଛିନଛତ୍ର ହେଲା ପାକିସ୍ତାନ ମିସାଇଲ୍ ।
Published By: Saroj Kumar Jena
Last updated: 08 May 2025, 04:35 PM IST
ଏୟାର ଷ୍ଟ୍ରାଇକ୍ ପରେ ଭାରତର ୱାଟର୍ ଷ୍ଟ୍ରାଇକ୍ । ଏକା ଥରକେ ଚେନାବ ନଦୀର ୨୮ ହଜାର କ୍ୟୁସେକ୍ ପାଣି ଛାଡିଛି ଭାରତ । ପାକିସ୍ତାନରେ ବନ୍ୟା ଆଲର୍ଟ ।