India\'s Military Chiefs Meet PM Modi Amid Rising Tensions with Pakistan
ପହଲଗାମ ପ୍ରତିଶୋଧ ନେବାକୁ ଭାରତ କରୁଛି କି ବଡ଼ ତୟାରି ? ଲଗାତାର ଚଳଚଞ୍ଚଳ ରହିଛି ୭-ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ। ୩ ସେନା ମୁଖ୍ୟଙ୍କ ସହ ପୃଥକ ପୃଥକ ଭାବେ ମୋଦି କରୁଛନ୍ତି ଘନ ଘନ ବୈଠକ। ଗତରାତିରେ ନୌସେନା ମୁଖ୍ୟ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ବେଳେ, ଆଜି ପହଞ୍ଚିଥିଲେ ବାୟୁସେନା ମୁଖ୍ୟ। ଏଭଳି ସ୍ଥିତିରେ, ଭାରତ ଖୁବଶୀଘ୍ର କିଛି ବଡ଼ ଆକ୍ସନ ନେଇପାରେ ବୋଲି ଆଶା କରାଯାଉଥିବା ବେଳେ, ତେଣେ ପାକିସ୍ତାନ ସେନା ପୂରା ଛାନିଆ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)