pakistan
ଭାରତକୁ ପ୍ରାୟ ୪୦୦ ଡ୍ରୋନ ଛାଡ଼ିଥିଲା ପାକିସ୍ତାନ। ଭାରତର ପ୍ରାୟ ୨୪ ସହରକୁ ଟାର୍ଗେଟ କରି ଏହି ସବୁ ଡ୍ରୋନ ଛାଡ଼ିଥିଲା ପାକିସ୍ତାନ। ହେଲେ ଗୋଟିଏ ବି ଡ୍ରୋନକୁ ଏହାର ଲକ୍ଷ୍ୟସ୍ଥଳରେ ପଡ଼ିବାକୁ ଦେଇନାହିଁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ। ଅର୍ଥାତ ସମସ୍ତ ପାକିସ୍ତାନୀ ଡ୍ରୋନ ଆକାଶମାର୍ଗରେ ହିଁ ଅକାମୀ ହୋଇଯାଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)