• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

#ପାକିସ୍ତାନ_ବିଚଳିତ #କରିବ_କି_ସରେଣ୍ଡର ? ଇଟାର ଜବାବ ପଥରରେ । ଗୁଳିର ଜବାବ ମିସାଇଲ୍‌ ରେ । ଭାରତକୁ ନଜର ପକାଇବାର ଜବାବ ଏୟାର ଷ୍ଟ୍ରାଇକ୍‌ରେ । ସମୟ, ବିଳମ୍ବିତ ରାତି ଗୋଟାଏ ୫୪ ମିନିଟ । ୧୪ ଦିନର ପ୍ରତିଶୋଧର ନିଆଁରେ ଜଳି ଜଳି ଭାରତ ଝରାଇଲା ଆତଙ୍କବାଦୀଙ୍କ ରକ୍ତ । ଛାରଖାର କଲା ଆତଙ୍କବାଦୀଙ୍କ ଆଡ୍ଡା ।

Special Story: India Launches Precision Airstrikes in PoK in Retaliation for Pahalgam Terror Attack