Advertisment

India-Pakistan Tension: ବଦଲା ପ୍ଲାନ୍ ତୟାର, ପାକିସ୍ତାନକୁ ପାନେ ଦେବ ଭାରତ

ପ୍ରତିଶୋଧର ନିଆଁରେ ଜଳିଯିବ ପାକିସ୍ତାନ ! ଭାରତ କରିବ ପୂରା ପାକିସ୍ତାନକୁ ଧ୍ୱଂସ ! ଯୁଦ୍ଧ ପାଇଁ ଚାଲିଛି ଯୋଜନା ! ଭାରତ କରୁଛି ବାରମ୍ବାର ବୈଠକ । ପଲହଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ବିଳିବିଳାଇ ହେଉଛି ଆତଙ୍କବାଦୀଙ୍କ ଦେଶ ।

author-image
Namita Biswal

ପ୍ରତିଶୋଧର ନିଆଁରେ ଜଳିଯିବ ପାକିସ୍ତାନ ! ଭାରତ କରିବ ପୂରା ପାକିସ୍ତାନକୁ ଧ୍ୱଂସ ! ଯୁଦ୍ଧ ପାଇଁ ଚାଲିଛି ଯୋଜନା ! ଭାରତ କରୁଛି ବାରମ୍ବାର ବୈଠକ। ପଲହଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ବିଳିବିଳାଇ ହେଉଛି ଆତଙ୍କବାଦୀଙ୍କ ଦେଶ । ଏବେ ମୋଦିଙ୍କ ଆକ୍ସନକୁ ନେଇ ପୂରା ଆତଙ୍କୀତ ପାକ୍‌ ମୁଖିଆ । ଆଉ ସେଇଥିପାଇଁ ପାକିସ୍ତାନ ପକ୍ଷରୁ ବାରମ୍ବାର ପ୍ରତିକ୍ରିୟା ଆସୁଛି । ଏବେ ପୁଣି ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏମିତି କିଛି ଆଶଙ୍କା କରିଛନ୍ତି ଯାହାକି ତାଙ୍କ ଭୟକୁ ପଦାରେ ପକାଇଛି । 

Advertisment
India Pakistan War Pahalgam Terrorist Attack
Advertisment
Advertisment