ଭାଗ ଭାଗ ହେବ ପାକିସ୍ତାନ !
କ'ଣ ହେବ ପାକିସ୍ତାନ ବିରୋଧରେ ଆକ୍ସନ । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ପାନେ ଦେବାକୁ ହେଉଛି ବଡ଼ ଯୋଜନା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତିନି ସେନାର ପ୍ରସ୍ତୁତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପିଏମ ମୋଦିଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି । ଗତକାଲି ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ, ରାଜନାଥଙ୍କୁ ଭେଟି ଆଲୋଚନା କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)