Advertisment

ଥମୁନି ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା

ଥମୁନି ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା । ସିଜ୍‌ଫାୟାର ଘୋଷଣା ହେବା ପରେ ବି ଉଭୟ ଦେଶ ମଧ୍ୟରେ ଜାରି ରହିଛି ଛାୟା ଉତ୍ତେଜନା । ଯେଉଁଥିପାଇଁ ବର୍ଡରରେ ଜାରି ହୋଇଛି ହାଇଆଲର୍ଟ । ଏଥିପାଇଁ ଦୁଇ ଦେଶ ପକ୍ଷରୁ ଏୟାରମ୍ୟାନ୍‌ଙ୍କୁ ନୋଟାମ୍‌ ଜାରି କରିଛନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି