Advertisment

Operation Sindoor: ଇଏ ଥିଲା ‘ଅପରେସନ୍‌ ସିନ୍ଦୂର’ର ଟ୍ରେଲର୍‌, ଆସୁଛି ପୂରା ଫିଲ୍ମ

ଇଏ ଥିଲା ‘ଅପରେସନ୍‌ ସିନ୍ଦୂର’ର ଟ୍ରେଲର୍‌ । ଆଗକୁ ଆସୁଛି ପୂରା ଫିଲ୍ମ । ଟାଇଟେଲ୍‌ ଯେତିକି ସୁନ୍ଦର, ଆତଙ୍କୀ ମୃତ୍ୟୁ ବି ହେବ ସେତିକି ରୋମାଞ୍ଚ ! ସରିନି ହମଲା, ଲିଭିନି ପ୍ରତିଶୋଧ ନିଆଁ ।

author-image
Namita Biswal

ଇଏ ଥିଲା ‘ଅପରେସନ୍‌ ସିନ୍ଦୂର’ର ଟ୍ରେଲର୍‌ । ଆଗକୁ ଆସୁଛି ପୂରା ଫିଲ୍ମ । ଟାଇଟେଲ୍‌ ଯେତିକି ସୁନ୍ଦର, ଆତଙ୍କୀ ମୃତ୍ୟୁ ବି ହେବ ସେତିକି ରୋମାଞ୍ଚ ! ସରିନି ହମଲା, ଲିଭିନି ପ୍ରତିଶୋଧ ନିଆଁ । ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କ ଠାରୁ କଡ଼ା ଗଣ୍ଡା ହିସାବ ନେବାକୁ ଗୋଟି ଗୋଟି କରି ଦିନ ଗଣୁଛନ୍ତି ପ୍ରଧାନମନ୍ତ୍ରୀ ! ଆଉ ଖୋଜିଖୋଜି ମାରିବାକୁ ଭାରତୀୟ ସେନାଙ୍କ ହାତ ମଧ୍ୟ ଖୋଲିସାରିଛନ୍ତି । ସେନାର ଶିକାରରେ ଶହେରୁ ଊର୍ଦ୍ଧ୍ୱ ଦଣ୍ଡଗିରି ସିନା ମରିଛନ୍ତି, ହେଲେ ଏବେ ବି ଆକାତ କାତ ପାଣିରେ ବୁଲୁଛନ୍ତି ଭାକୁର-ଶେଉଳ ।

Advertisment
PM Modi Pakistan India Pakistan War Operation Sindoor
Advertisment
Advertisment