Advertisment

Armed Forces Full Autonomy: ଭାରତ ବାରୁଦରେ ଖିନଭିନ୍‌ ହେବ ପାକ୍‌ ମାଟି, କିଛି ସମୟରେ ପରେ ଯୁଦ୍ଧ ନିଷ୍ପତ୍ତି !

ବିଶ୍ୱ ମାନଚିତ୍ରରୁ ଲିଭିବ ପାକିସ୍ତାନ ! ଭାରତ ବାରୁଦରେ ଖିନଭିନ୍‌  ହେବ ପାକ୍‌ ମାଟି । ଖୁବଶୀଘ୍ର ଯୁଦ୍ଧ ପାଇଁ ବାଜିବ ବିଗୁଲ ! ଆଉ କିଛି ସମୟରେ ପରେ ଆକ୍ରମଣ ପାଇଁ ମିଳିପାରେ ନିର୍ଦ୍ଦେଶ । ପହଲଗାମ୍ ଆତଙ୍କୀ ହମଲାର ବଦଲା ପାଇଁ ବଡ଼ ଯୋଜନା କରିଛି ଭାରତ ।

author-image
Namita Biswal

ବିଶ୍ୱ ମାନଚିତ୍ରରୁ ଲିଭିବ ପାକିସ୍ତାନ ! ଭାରତ ବାରୁଦରେ ଖିନଭିନ୍‌  ହେବ ପାକ୍‌ ମାଟି । ଖୁବଶୀଘ୍ର ଯୁଦ୍ଧ ପାଇଁ ବାଜିବ ବିଗୁଲ ! ଆଉ କିଛି ସମୟରେ ପରେ ଆକ୍ରମଣ ପାଇଁ ମିଳିପାରେ ନିର୍ଦ୍ଦେଶ । ପହଲଗାମ୍ ଆତଙ୍କୀ ହମଲାର ବଦଲା ପାଇଁ ବଡ଼ ଯୋଜନା କରିଛି ଭାରତ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବା ସିସିଏସ୍ ବୈଠକ ଦିନ ୧୧ଟାରେ ବସିବ । ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।   

Advertisment
India Pakistan War Pahalgam Terrorist Attack Pahalgam Attack
Advertisment
Advertisment