ଶେଷରେ ଯାଇଥିଲା ‘ବ୍ରହ୍ମାସ୍ତ୍ର’
ପାକିସ୍ତାନରେ ତାଣ୍ଡବ ରଚିଥିଲା ଭାରତର ବ୍ରହ୍ମାସ୍ତ୍ର ବ୍ରହ୍ମୋସ ମିସାଇଲ ... ପାକିସ୍ତାନର ମୁହଁ ଫୁଟାଣି ଭାଙ୍ଗିବାକୁ ଶେଷରେ ଭାରତ ପ୍ରୟୋଗ କରିଥିଲା ବ୍ରହ୍ମୋସ ପାକିସ୍ତାନର 11 ଏୟାର ଡିଫେନ୍ସ ସିଷ୍ଟମକୁ ଧୂଳି ଚଟାଇଥିଲା ଭାରତର 15 ବ୍ରହ୍ମୋସ । ଅପରେସନ ସିନ୍ଦୂରରେ ପାକିସ୍ତାନର ମୁହଁ ଭାଙ୍ଗିଥିଲା ଭାରତର ପରାକ୍ରମୀ ଯୁଦ୍ଧାସ୍ତ୍ର ବ୍ରହ୍ମୋସ। ପାକିସ୍ତାନର ଛାତି ଉପରେ ଚଢି ବାୟୁସେନା ଘାଟିକୁ ଧ୍ୱଂସ ବିଧ୍ୱସ୍ତ କରି ଦେଇଥିଲା। ସାଧାରଣ ଲୋକଙ୍କୁ ଟାର୍ଗେଟ କରି ପାକିସ୍ତାନ ଯେତେବେଳେ 15ଟି ସହରକୁ ଡ୍ରୋନ୍ ପଠାଇଥିଲା ସେତେବେଳେ ପରାକ୍ରମ ଦେଖାଇଥିଲା ବ୍ରହ୍ମୋସ୍ ମିସାଇଲ। ମେ ୯ ଓ ୧୦ ତାରିଖ ରାତିରେ ପାକିସ୍ତାନର ୧୧ଟି ଏୟାରବେସକୁ ଧ୍ୱଂସ ବିଧ୍ୱସ୍ତ କରି ଦେଇଥିଲା ଏହି କ୍ରୁଜ୍ ମିସାଇଲ୍। ଏହା ପର୍ବରୁ ବଡ଼ ପ୍ଲାନ୍ କରିଥିଲା ଭାରତୀୟ ବାୟୁସେନା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)