Advertisment

ସରକାର କଲେ ବଡ଼ ଘୋଷଣା, ଭାରତରେ ପାକ୍‌ ନାଗରିକଙ୍କୁ ଆଶ୍ୱସ୍ତି

ମୋଦି ସରକାରଙ୍କ ବଡ଼ ଘୋଷଣା ।  ପାକିସ୍ତାନୀ ନାଗରିକଙ୍କ ପାଇଁ ବଡ଼ ଆଶ୍ୱସ୍ତି । ଭାରତରେ ଆଉ ମାସେ ରହିପାରିବେ ପାକ୍‌  ନାଗରିକ । ପହଲଗାମ୍‌ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା ।

author-image
Namita Biswal
ଅଦ୍ୟତନ ହୋଇଛି

ମୋଦି ସରକାରଙ୍କ ବଡ଼ ଘୋଷଣା ।  ପାକିସ୍ତାନୀ ନାଗରିକଙ୍କ ପାଇଁ ବଡ଼ ଆଶ୍ୱସ୍ତି । ଭାରତରେ ଆଉ ମାସେ ରହିପାରିବେ ପାକ୍‌  ନାଗରିକ । ପହଲଗାମ୍‌ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା । ଡିଜିଟାଲ୍‌ ଷ୍ଟ୍ରାଇକ୍‌ ସହ ସିନ୍ଧୁ ନଦୀ ଚୁକ୍ତି ଓ ବିଭନ୍ନ ପ୍ରସଙ୍ଗରେ ପାକିସ୍ତାନକୁ ପାଣି ପାଇଛି ଭାରତ । ଆଉ ଯୁଦ୍ଧ ପାଇଁ ଭାରତର ରଣନୀତିକୁ ଦେଖି ବିଳିବିଳାଉଛି ପାକିସ୍ତାନ । ଏମିତିକି ପାକ୍‌ ମୁଖିଆଙ୍କୁ ନିଦ ନାହିଁ । ଯୁଦ୍ଧ କଥା ଶୁଣି ଭୟରେ ମେଡିକାଲରେ ଭର୍ତ୍ତି ହେଲେଣି । ଏପରି ସମୟରେ ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପ୍ରତି ସହୃଦୟ ବ୍ୟକ୍ତ କରିଛନ୍ତି କେନ୍ଦ୍ର ସରକାର । ପାକିସ୍ତାନୀ ନାଗରିକମାନେ ଭାରତରେ ଆଉ ଦୁଇମାସ ରହି ଭିସା ଆବେଦନ କରି ପାରିବେ ବୋଲି ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛି । 

Advertisment
PM Modi India Pakistan War Visa Ban Pahalgam Terrorist Attack
Advertisment
Advertisment