India
ସାମ୍ନାକୁ ଆସିଲା ଅପରେସନ୍ ସିନ୍ଦୂରର ସତ । ପ୍ରଥମ ଥର ପାଇଁ ବଡ଼ ଖୁଲାସା କରିଛନ୍ତି ଭାରତୀୟ ବାୟୁ ସେନା ମୁଖ୍ୟ । ଭାରତୀୟ ସେନାର ଅପରେସନ୍ ସିନ୍ଦୁର ବେଳେ ମାଟି କାମୁଡ଼ି ଥିଲେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ। ସେହିଭଳି ପାକ୍ ସେନାର ଆଉ ଗୋଟିଏ ବଡ଼ ଏୟାର କ୍ରାଫଟକୁ ମଧ୍ୟ ଖସାଇ ଦିଆଯାଇଥିଲା । ୩୦୦ କିଲୋମିଟର ଦୂରରୁ ଏହାକୁ ନଷ୍ଟ କରାଯାଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)