ପାକ୍କୁ କଡ଼ା ଚେତାବନୀ, ଖାଲି କର POK
ଯଦି କଥାବାର୍ତ୍ତା ହେବ ଭାରତ ପାକ୍ ଫେସ୍ଟୁ ଫେସ୍ ଆଲୋଚନା ହେବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା କହିଥିଲେ। ଆଲୋଚନା କେବଳ ପିଓକକୁ ନେଇ ହେବ। ଆଉ ଏବେ ବୈଦଶିକ ମନ୍ତ୍ରଣାଳୟ ବି ସଫା ସଫା ଶୁଣେଇ ଦେଇଛି। ଅପରେସନ ସିନ୍ଦୂରରରେ ଲହୁଲୁହାଣ ହୋଇଥିବା ପାକିସ୍ତାନର ଭାରତର ଏ କଠୋର ଆଭିମୁଖ୍ୟ ପରେ ଟେନସନ ବଢ଼ିଛି। କେମିତି ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବ? କେମିତି ସୀମାରେ ଶାନ୍ତି ଆଣିବ ସେ ଚିନ୍ତା ତାକୁ ଘାରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)