Advertisment

India Closes Airspace: ଏୟାରସ୍ପେଶ୍ ବନ୍ଦ କଲା ଭାରତ, ଘୂରି ଘୂରି ଇନ୍ଧନ ସାରିବ ପାକ୍ ବିମାନ

ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିଛି ଭାରତ । ବାଣିଜ୍ୟିକ କାରବାର ଛିନ୍ନ ପରେ ଏବେ ପାକିସ୍ତାନ ପାଇଁ ସମସ୍ତ ଆକାଶ ପଥ ବନ୍ଦ କରି ଦେଇଛି ।

author-image
Namita Biswal
ଅଦ୍ୟତନ ହୋଇଛି

ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିଛି ଭାରତ । ବାଣିଜ୍ୟିକ କାରବାର ଛିନ୍ନ ପରେ ଏବେ ପାକିସ୍ତାନ ପାଇଁ ସମସ୍ତ ଆକାଶ ପଥ ବନ୍ଦ କରିଦେଇଛି । ପାକିସ୍ତାନରେ ପଞ୍ଜୀକୃତ କିମ୍ବା ପାକ୍ ପରିଚାଳିତ କୌଣସି ବି ବାଣିଜ୍ୟିକ କିମ୍ବା ସେନା ବିମାନ ଭାରତ ଆକାଶ ଦେଇ ଉଡ଼ିପାରିବ ନାହିଁ । ଏପ୍ରିଲ 30ରୁ ମେ' 23 ଯାଏ ଏହି କଟକଣା ଲଗାଯାଇଛି । ଭାରତର ଏହି ଷ୍ଟ୍ରାଇକ୍ ପରେ ଖାଦ୍ୟ ଓ ଜଳ ପାଇଁ ଆଉଟ ପାଉଟ ହେଉଥିବା ପାକିସ୍ତାନ ଏବେ ଭୋଗିବ ଆର୍ଥିକ ସଙ୍କଟ । ଭାରତର ଏହି ଏୟାରସ୍ପେଶ୍ ଷ୍ଟ୍ରାଇକ୍ ପାକିସ୍ତାନର ବିମାନ ସେବା ଉପରେ ବଡ଼ ପ୍ରଭାବ ପକାଇପାରେ । 

Advertisment
India Pakistan India Pakistan War Pahalgam Terrorist Attack
Advertisment
Advertisment