ମାଟି ତଳେ ଥିଲା ବୋତଲ ବୋମା
ମାଓ ଅପରେସନ ବେଳେ ଯବାନଙ୍କୁ ପୁଣି ଏକ ସଫଳତା। ମାଟି ତଳୁ ବୋତଲ ବୋମା ଠାବ କଲେ ସୁରକ୍ଷାକର୍ମୀ। କିଭଳି ଭାବେ ତାର ଗୁଡିକୁ ମାଟିତଳେ ସୁରକ୍ଷିତ ଭାବେ ଗୁନ୍ଥି ବୋତଲ ସହ ଯୋଡ଼ା ଯାଇଥିଲା ଦେଖନ୍ତୁ। ସୁରକ୍ଷିତ ଭାବେ ବୋମାଟିକୁ ବାହାର କରି ସୁରକ୍ଷାକର୍ମୀ ମାନେ ଏହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ଏହି ଭିଡିଓଟି କରେଗୁଟ୍ଟା ଏବଂ ଦୁର୍ଗମ ରାଜଗୁଟ୍ଟା ଅଂଚଳର ବୋଲି ଚର୍ଚ୍ଚା ହେଉଛି। ଗଲା ସପ୍ତାହେ ହେଲା ଯବାନମାନେ ଏହି ଅଂଚଳରେ ମାଓ ବିରୋଧୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)