Advertisment

ମଡେଲଙ୍କ ଛାତି ବେକକୁ ହାଣିଦେଲା ବୟଫ୍ରେଣ୍ଡ୍

ପ୍ରେମରେ ଧୋକ୍କା ଖାଇ ବୟୟଫ୍ରଣ୍ଡ ରଚିଥିଲା ସାଂଘାତିକ ପ୍ଲାନ। ରାତି ଅଧରେ ପ୍ରେମିକାର ଛାତି ଓ ବେକକୁ ହାଣିଦେଲା। ମୃତଦେହହକୁ କାରରେ ରଖି କେନାଲକୁ ଠେଲିଦେଲା ।

author-image
Santosh Kumar Sahoo

ହରିଆଣାର ମଡେଲ ଶୀତଲ ଓରଫ ସିମି ଚୌଧୁରୀଙ୍କ ହତ୍ୟା ମାମଲାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ମଡାଲଙ୍କୁ ତାଙ୍କ ବୟଫ୍ରଣ୍ଡ ସୁନିଲ ହତ୍ୟା କରିଥିବା ଜଣା ପଡିଛି। ଅଭିଯୁକ୍ତ ମଡେଲଙ୍କୁ ଛୁରୀରେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ କାରରେ ରଖି କେନାଲରେ ଫିଙ୍ଗି ଦେଇଥିଲେ। ହେଲେ ଏବେ ତାକୁ ଗିରଫ କରିଛି ପୋଲିସ।

Advertisment
Murder Case Haryana
Advertisment
Advertisment