Advertisment

Vay Vandana Card: ସରକାର ଆଣିଲେ ନୂଆ ଯୋଜନା; କରିଲେ କାର୍ଡ, ପାଇବେ ୫ ଲକ୍ଷ ସୁବିଧା

ସରକାର ଆଣିଲେ ନୂଆ ଯୋଜନା । ସରକାରୀ ହୁଅନ୍ତୁ କି ବେସରକାରୀ ଚାକିରିଆ ସମସ୍ତଙ୍କୁ ମିଳିବ ୧୦ ଲକ୍ଷର ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଯୋଜନାର ଆଣି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇ ସାରିଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି

ସରକାର ଆଣିଲେ ନୂଆ ଯୋଜନା । ସରକାରୀ ହୁଅନ୍ତୁ କି ବେସରକାରୀ ଚାକିରିଆ ସମସ୍ତଙ୍କୁ ମିଳିବ ୧୦ ଲକ୍ଷର ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଯୋଜନାର ଆଣି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇ ସାରିଛନ୍ତି । ଆଉ ଏବେ ଏହା ଓଡ଼ିଶାରେ ମଧ୍ୟ ଲାଗୁ ହୋଇସାରିଛି । କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌’ ଯୋଜନା ଅଧିନରେ କରାଯାଇଛି ବୟ ବନ୍ଦନା କାର୍ଡ । ଯାହାକୁ ଆପଣ କରିବା ପରେ କେବଳ ୫ ଲକ୍ଷର ସ୍ୱାସ୍ଥ୍ୟ ସୁବିଧା ନୁହେଁ, ବରଂ ୧୦ ଲକ୍ଷ ଟଙ୍କା ଯୋଗାଇ ଦେବେ ସରକାର । 

Advertisment
Ayushman Bharat PM Narendra Modi Modi Government
Advertisment
Advertisment