BrahMos
ଅପରେସନ ସିନ୍ଦୁରରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରୟୋଗ ଏହାକୁ ବିଶ୍ୱସ୍ତରରେ ଚର୍ଚ୍ଚାକୁ ଆଣିଛି । ପ୍ରଥମ ଥର ପାଇଁ ଯୁଦ୍ଧରେ ଏହି କ୍ରୁଜ୍ ମିସାଇଲକୁ ଭାରତୀୟ ସେନା ପାକିସ୍ତାନ ଉପରେ ଆକ୍ରମଣ ପାଇଁ ବ୍ୟବହାର କରିଥିଲା । ଆଉ ଏହା ଏପରି ଧ୍ୱଂସର ତାଣ୍ଡବ ଲୀଳା ରଚିଥିଲା ଯେ ପାକିସ୍ତାନ ଲାଙ୍ଗୁଡ଼ ଜାକି ସିଜ ଫାୟାର କରିବାକୁ ଭିକ ମାଗିଥିଲା। ବ୍ରହ୍ମୋସ କ୍ଷେପଣାସ୍ତ୍ରର ପାରିବା ପଣିଆକୁ ଦେଖି ଏହାକୁ କିଣିବାକୁ ଏବେ ଅନେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)