Advertisment

ଆସିଲା ଠୋସ୍ ପ୍ରମାଣ ପାକିସ୍ତାନର ଟୁଲ୍ କିଟ୍ ଥିଲେ ଜ୍ୟୋତି

ଜ୍ୟୋତି ମାଲହୋତ୍ରାକୁ ନେଇ ଆସିଲା ଠୋସ୍ ପ୍ରମାଣ। ୨,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ। ପୋଲିସ୍ କହିଲା ପାକିସ୍ତାନର ଥିଲେ ଟୁଲ୍ କିଟ୍। ପାକିସ୍ତାନ ଏଜେଣ୍ଟଙ୍କୁ ଦେଉଥିଲେ ଗୁପ୍ତ ସୂଚନା।

author-image
Chinmayee Sahoo

ଜ୍ୟୋତି ମାଲହୋତ୍ରାକୁ ନେଇ ଆସିଲା ଠୋସ୍ ପ୍ରମାଣ। ୨,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ। ପୋଲିସ୍ କହିଲା ପାକିସ୍ତାନର ଥିଲେ ଟୁଲ୍ କିଟ୍। ପାକିସ୍ତାନ ଏଜେଣ୍ଟଙ୍କୁ ଦେଉଥିଲେ ଗୁପ୍ତ ସୂଚନା।

Advertisment
Pakistan Spy Jyoti Malhotra
Advertisment
Advertisment