Advertisment

୨୬ ଜଣଙ୍କୁ ମାରିଛି ପାକିସ୍ତାନର କମାଣ୍ଡୋ

ଆତଙ୍କବାଦୀ ହାସିମ ମୂଷା ବାବାଦରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ସାମନାକୁ ଆସିଛି ତାର ପାକିସ୍ତାନ ଲିଙ୍କ ।

author-image
Santosh Kumar Sahoo

ପାକିସ୍ତାନ କରିଛି ପହଲଗାମ ଆଟାକ୍‌ । ହିନ୍ଦୁଙ୍କ ରକ୍ତରେ ଖେଳିଛି ହୋଲି । ପଦାକୁ ଆସିଲା ସତ, ଚୁପ୍‌ ବସିଛି ଆତଙ୍କବାଦୀ ଦେଶ । ପାକିସ୍ତାନ ସେନା କମାଣ୍ଡୋ କରିଥିଲା ପହଲଗାମ ଆଟାକ୍‌ ! ରକ୍ତରେ ହୋଲି ଖେଳିବାକୁ କରିଥିଲା ଯୋଜନା । ପହଲଗାମ ହମଲା ନେଇ ପାକିସ୍ତାନ ବିରୋଧରେ ବଡ଼ ସୁରାକ ମିଳିଛି । ଗୁଇନ୍ଦା ତଥ୍ୟ ଦେଇଛି । ପାକିସ୍ତାନ ସେନା ହିଁ ଏ ଆକ୍ରମଣ କରିଛି । ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୩ ଆତଙ୍କୀଙ୍କ ମଧ୍ୟରେ ଜଣେ ଅଛନ୍ତି ପାକିସ୍ତାନ ମିଲିଟାରୀ ଦ୍ବାରା କମାଣ୍ଡୋ ତାଲିମପ୍ରାପ୍ତ ଆତଙ୍କୀ । ତା ନାଁ ହାସିମ ମୂଷା ଓରଫ ସୁଲେମାନ ।

Advertisment
Pakistan Pahalgam Terrorist Attack Pahalgam Attack
Advertisment
Advertisment