Survivor Recounts Terror Attack in Pahalgam: Forced to Remove Bindi and Sindoor
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Survivor Recounts Terror Attack in Pahalgam: Forced to Remove Bindi and Sindoor
ମୋତେ_କହିଲେ_ବିନ୍ଦି_ହଟେଇ_ଦିଅ_ସିନ୍ଦୂର_ପୋଛିଦିଅ
ମୋତେ କହିଲେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଲଦି ତୁମ ବିନ୍ଦି ହଟେଇ ଦିଅ, ସିନ୍ଦୂର ପୋଛିଦିଅ ନହେଲେ ସେମାେନେ ମାରିଦେବେ । ମୁଁ ବିନ୍ଦି ହଟେଇ ଦେଲି ମୁଣ୍ଡରେ କ୍ୟାପ୍ ଲଗେଇ ସିନ୍ଦୂର ଲୁଚେଇ ଦେଲି। -ବିଜୟଲକ୍ଷ୍ମୀ ପାଣ୍ଡେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)