Flash Flood
ମାଟି ତଳୁ ଚାଲିଛି ଜୀବନ ଖୋଜା। ପଙ୍କ କାଦୁଆ ଭିତରେ ପରିବାରକୁ ଖୋଜୁଛନ୍ତି ଲୋକେ। ଚାରିଆଡେ ରଡି ଚିତ୍କାର। କାନ୍ଦ ବୋବାଳି। ପୋତି ହୋଇଛି ସହର, ଗାଁ ଗଣ୍ଡା। ବାଦଲଫଟା ବର୍ଷା ଓ ଫ୍ଲାସ୍ ଫ୍ଲଡ୍ ପରର ଇଏ ହେଉଛି ଭୟଙ୍କର ଦୃଶ୍ୟ। ଉତ୍ତରକାଶୀରୁ ଆସୁଛି ହାହାକାର ଚିତ୍ର। ଧରାଳିର ଧ୍ୱଂସଲୀଳାର ଏ ଦୃଶ୍ୟ ଦେଖିଲେ ଲୋମଟାଙ୍କୁରି ଉଠିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)