ଡାକ୍ତର କରୁଥିଲେ ମହିଳାଙ୍କ ଡେଲିଭରୀ। ହସ୍ପିଟାଲରେ ପହଞ୍ଚିଲା ପୋଲିସ୍ ଟିମ୍। ସିଧା ଉଠାଇନେଲା ଆଉ ଜେଲ୍ ପଠାଇଲା। ମାମଲା ପୂରା ମୁନ୍ନାଭାଇ ଡାକ୍ତର ସହ ଜଡିତ।
Published By: Chinmayee Sahoo
Last updated: 06 August 2025, 02:24 PM IST
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ନୂଆ ରେକର୍ଡ। ସେ ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଭାଙ୍ଗିଦେଲେ। ଦେଶର ସବୁଠାରୁ ଦୀର୍ଘ ଦିନ ଧରି ଗୃହମନ୍ତ୍ରୀ ପଦବୀରେ ରହିବାର ନୂଆ ରେକର୍ଡ କରିଛନ୍ତି ଶାହ।