Advertisment

ପାକିସ୍ତାନକୁ କେମିତି ଦିଆଯିବ ପହଲଗାମ୍ ଆତଙ୍କୀ ହମଲାର କଡ଼ା ଜବାବ ?

ପାକିସ୍ତାନକୁ କେମିତି ଦିଆଯିବ ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ? ପଡ଼ୋଶୀ ଶତ୍ରୁକୁ ଉଚିତ୍ ଶିକ୍ଷା ଦେବାକୁ କିଭଳି ରହିବ ରଣନୀତି?

author-image
Santosh Kumar Sahoo

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ। ତା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ସାଙ୍ଗକୁ ଦେଶର ଟପ୍ ସୁରକ୍ଷା ବଳ ମୁଖିଆଙ୍କୁ ନେଇ ଗୃହ ବିଭାଗର ବୈଠକ କରାଯାଇଥିବାରୁ ଆଗକୁ ଭାରତ ବଦଲା ଜୋରଦାର ହେବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ପହଲଗାମ୍ ହମଲାରେ ସାମିଲ ଥିବା ହାସିମ୍ ମୂଷା ସଂପର୍କରେ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ସେ ପାକ୍ ମିଲିଟାରୀ ଦ୍ବାରା ତାଲିମପ୍ରାପ୍ତ ଟେରରିଷ୍ଟ ବୋଲି ସୂଚନା ମିଳିଛି ।

Advertisment
Narendra Modi Pahalgam Terrorist Attack Pahalgam Attack
Advertisment
Advertisment