Advertisment

ରାହୁଲଙ୍କୁ ନିର୍ବାଚନ କମିଶନର ଚାଲେଞ୍ଜ୍

ବିହାର SIR ଏବଂ ଭୋଟ ଚୋରି ଅଭିଯୋଗକୁ ନେଇ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ହଙ୍ଗାମା ଚାଲିଛି। ଭୋଟ ଚୋରି ଅଭିଯୋଗ ଆଣି ରାହୁଲ ଗାନ୍ଧୀ ଏକ ରାଜନୈତିକ ବୋମା ପକାଇଛନ୍ତି। ଏହାକୁ ନେଇ ଏବେ ନିର୍ବାଚନ କମିଶନ ନିଜେ ଏସବୁର ଉତ୍ତର ଦେବାକୁ ଆଗକୁ ଆସିଛନ୍ତି।

author-image
Chinmayee Sahoo

ବିହାର SIR ଏବଂ ଭୋଟ ଚୋରି ଅଭିଯୋଗକୁ ନେଇ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ହଙ୍ଗାମା ଚାଲିଛି। ଭୋଟ ଚୋରି ଅଭିଯୋଗ ଆଣି ରାହୁଲ ଗାନ୍ଧୀ ଏକ ରାଜନୈତିକ ବୋମା ପକାଇଛନ୍ତି। ଏହାକୁ ନେଇ ଏବେ ନିର୍ବାଚନ କମିଶନ ନିଜେ ଏସବୁର ଉତ୍ତର ଦେବାକୁ ଆଗକୁ ଆସିଛନ୍ତି।

Advertisment
Election Commission
Advertisment
Advertisment