Doctor Dies by Suicide
ଶୂନଶାନ୍ ଜଙ୍ଗଲ ଭିତରେ ଠିଆ ହୋଇଥିଲା କାର୍ । ୩ ଦିନ ଧରି ଗୋଟିଏ ସ୍ଥାନରୁ ଜମାରୁ ଘୁଞ୍ଚୁନି। ଆଉ କାର୍ ଭିତରୁ ଆସୁଥିଲା ଭଣ ଭଣ ଦୁର୍ଗନ୍ଧ। ସନ୍ଦେହ ହେବାରୁ ଖୋଲା ଯାଇଥିଲା କାର୍ କବାଟ । ତା’ପରେ ଭିତରର ଦୃଶ୍ୟ ଦେଖି ଉଡିଯାଇଥିଲା ସମସ୍ତଙ୍କ ହୋସ୍ । କାର୍ ଭିତରେ ଥିଲା ଜଣେ ଡାକ୍ତରଙ୍କ ଗଳିତ ମୃତଦେହ । ଖାଲି ସେତିକି ନୁହେଁ ମୃତ ଡାକ୍ତରଙ୍କ ହାତରେ ଲାଗିଥିବା ଆଇଭି ଫ୍ଲୁଇଡ୍ ଡ୍ରିପ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)