Advertisment

ବଡ଼ ଯୁଦ୍ଧ ପାଇଁ ବଡ଼ ପ୍ରସ୍ତୁତି !

ଟେରିଟୋରିଆଲ୍ ଆର୍ମିରେ ଥିବା ପ୍ରତ୍ୟେକ ଅଧିକାରୀ ଏବଂ ଏଥିରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡାକିବା ଲାଗି ସ୍ଥଳସେନା ମୁଖ୍ୟଙ୍କୁ  କ୍ଷମତା ଦିଆଯାଇଛି।

author-image
Santosh Kumar Sahoo

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେନାକୁ ସହାୟତା ଲାଗି ଟେରିଟୋରିଆଲ୍ ଆର୍ମିକୁ ଡକାଗଲା। ଏନେଇ କେନ୍ଦ୍ର ସରକାର ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦେଇଛନ୍ତି। ଟେରିଟୋରିଆଲ୍ ଆର୍ମିରେ ଥିବା ପ୍ରତ୍ୟେକ ଅଧିକାରୀ ଏବଂ ଏଥିରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡାକିବା ଲାଗି ସ୍ଥଳସେନା ମୁଖ୍ୟଙ୍କୁ  କ୍ଷମତା ଦିଆଯାଇଛି। ଟେରିଟୋରିଆଲ୍ ଆର୍ମିର ୩୨ଟି ପଦାତିକ ବାହିନୀର ୧୪ଟି ବାଟାଲିୟନ ସେନାକୁ ସହଯୋଗ କରିବେ।

Advertisment
India Pakistan Indian Army
Advertisment
Advertisment