Advertisment

CRPF Jawan Loss Job: ପାକିସ୍ତାନୀ ପତ୍ନୀଙ୍କୁ ଲୁଚାଇ ରଖିଥିଲେ ଯବାନ; ଧରାପଡିଲେ, ଚାକିରିରୁ ବିଦା ହେଲେ

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ସେନା ନିକଟରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ବିଏସଏଫର ଯବାନ ମୁନିର ଅହମଦ ଚାକିରିରୁ ହାତ ଧୋଇଲେ । ସର୍ଭିସ ରୁଲ୍ ଉଲ୍ଲଙ୍ଘନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

author-image
Namita Biswal
ଅଦ୍ୟତନ ହୋଇଛି

ପହଲଗାମରେ ଆତଙ୍କୀ ହମ୍‌ଲା ପରେ ଆକ୍ସନ ମୁଡ୍‌ରେ ଅଛନ୍ତି ଭାରତ ସରକାର। ପାକିସ୍ତାନୀଙ୍କୁ ଖୋଜି ଖୋଜି ଭାରତରୁ ବାହାର କରାଯାଉଛି। ଅଟାରୀ ସୀମା ଦେଇ ସେମାନଙ୍କୁ ପାକିସ୍ତାନ ପଠାଯାଉଛି । ଏହାରି ଭିତରେ ସିଆର୍‌ଫିଏଫ୍‌ ଯବାନ ପାକିସ୍ତାନୀ ବେଗମଙ୍କ ପ୍ରେମରେ ଦିୱାନା ହୋଇ ବିବାହ ତଥ୍ୟ ଲୁଚାଇ ଫସିଛନ୍ତି । ପାକିସ୍ତାନୀ ପତ୍ନୀଙ୍କୁ ଲୁଚାଇ ରଖିବା ଅଭିଯୋଗରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ସର୍ଭିସ ରୁଲ୍ ଉଲ୍ଲଙ୍ଘନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।   

Advertisment
Pakistan Indian Army India Pakistan War CRPF Jawans
Advertisment
Advertisment