Advertisment

BSNL SIM: ହୋମ୍‌ଡେଲିଭରୀ ହେବ ସିମ୍‌କାର୍ଡ

ହୋମ୍‌ଡେଲିଭରୀ ହେବ ସିମ୍‌କାର୍ଡ। ଯେକୌଣସି ସ୍ଥାନରୁ କରିପାରିବେ ଅର୍ଡର। କେବଳ କିଛି କ୍ଲିକ୍‌ରେ ହୋଇଯିବ କାମ। ଘରେ ବସି ଶେଷ ହୋଇଯିବ KYC । ଏମିତି ଏକ ସୁଯୋଗ ଆଣିଛି ସରକାରୀ ଟେଲିକମ୍ କମ୍ପାନୀ BSNL।

author-image
Chinmayee Sahoo

ହୋମ୍‌ଡେଲିଭରୀ ହେବ ସିମ୍‌କାର୍ଡ। ଯେକୌଣସି ସ୍ଥାନରୁ କରିପାରିବେ ଅର୍ଡର। କେବଳ କିଛି କ୍ଲିକ୍‌ରେ ହୋଇଯିବ କାମ। ଘରେ ବସି ଶେଷ ହୋଇଯିବ KYC । ଏମିତି ଏକ ସୁଯୋଗ ଆଣିଛି ସରକାରୀ ଟେଲିକମ୍ କମ୍ପାନୀ BSNL।

Advertisment
Home Delivery BSNL Sim
Advertisment
Advertisment