BSF Jawan Returns
ଇଏ ହେଉଛନ୍ତି ଭାରତୀୟ ବିଏସ୍ଫ ଯବାନ ପୂର୍ଣ୍ଣମ କୁମାର ସ । ଭୁଲ୍ରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ । ୨୦ ଦିନ ଧରି ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ । ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଓ ସୀମାରେ ସ୍ଥିତି ଶାନ୍ତ ହେବା ପରେ ପୂର୍ଣ୍ଣମଙ୍କୁ ଛାଡିଛି ପାକ୍ । ଅଟ୍ଟାରୀ-ୱାଘା ସୀମା ଦେଇ ଯବାନ ଭାରତ ଫେରିଥିବା ବିଏସ୍ଏଫ୍ ସ୍ପଷ୍ଟ କରିଛି । ସେପଟେ ୨୧ ଦିନ ଧରି ସ୍ୱାମୀ ଫେରିବା ବାଟକୁ ଚାହିଁ ରହିଥିବା ସ୍ତ୍ରୀ ମୁହଁରେ ହସ ଫୁଟିଛି । ପୁଅ ଘରକୁ ଫେରୁଥିବାରୁ ପରିବାରରେ ଖୁସିର ଲହରି ଖେଳି ଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)