Advertisment

BSF ଯବାନଙ୍କୁ ଛାଡ଼ୁନି ପାକିସ୍ତାନ

#BSF_ଯବାନଙ୍କୁ_ଛାଡ଼ୁନି_ପାକିସ୍ତାନ ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଲେ ବିଏସଏଫ ଡିଜି। ବିଏସଏଫ୍ ଯବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଅଟକ ରଖିବା ଘଟଣା ସମ୍ପର୍କରେ ଦେଲେ ସୂଚନା । ବର୍ଡର ପାର୍ କରିବା ଅଭିଯୋଗରେ ବିଏସଏଫ୍ ଯବାନଙ୍କୁ ବୁଧବାର ମଧ୍ୟାହ୍ନରୁ ଅଟକ ରଖିଛନ୍ତି ପାକିସ୍ତାନୀ ରେଞ୍ଜର୍ସ।

author-image
Saroj Kumar Jena

#BSF_ଯବାନଙ୍କୁ_ଛାଡ଼ୁନି_ପାକିସ୍ତାନ
ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଲେ ବିଏସଏଫ ଡିଜି। ବିଏସଏଫ୍ ଯବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଅଟକ ରଖିବା ଘଟଣା ସମ୍ପର୍କରେ ଦେଲେ ସୂଚନା । ବର୍ଡର ପାର୍ କରିବା ଅଭିଯୋଗରେ ବିଏସଏଫ୍ ଯବାନଙ୍କୁ ବୁଧବାର ମଧ୍ୟାହ୍ନରୁ ଅଟକ ରଖିଛନ୍ତି ପାକିସ୍ତାନୀ ରେଞ୍ଜର୍ସ।

Advertisment
Advertisment
Advertisment