"ସାଇକେଲରେ ଦୁଃସାହସିକ ତ୍ରିରଙ୍ଗା ଯାତ୍ରା । ବାନ୍ଦିପୋରାରୁ ଶ୍ରୀନଗର ୭୯ କିଲୋମିଟରର ଯାତ୍ରା ଆରମ୍ଭ କରିଛନ୍ତି ସାଇକେଲ ଆରୋହୀ। ସ୍ୱାଧିନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ BSF ହେଡକ୍ୱାର୍ଟର୍ ତରଫରୁ ଆରମ୍ଭ ହୋଇଛି ଏହି ଯାତ୍ରା।Advertisment "