ଅଧା ତୋର, ଅଧା ମୋର
କୋଣାର୍କ ଗଣନାଟ୍ୟର ନାଟକ ‘କହଲୋ ବଉଳ କିଏ ତୋ ବର’। ଏ କାହାଣୀର ସଂଳାପ ଯାହା, ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛୁ, ସେ ଖବରର କାହାଣୀ ବି ସମାନ । ଖାଲି ଫରକ ଏତିକି ସିଏ ମଞ୍ଚସ୍ଥ ନାଟକ । ଇଏ ଅସଲ ଜୀବନର କାହାଣୀ । ଯେଉଁଠି ଦୁଇ ସଉତୁଣୀଙ୍କ ମଧ୍ୟରେ ଭାଗ ହୋଇଛି ସ୍ୱାମୀ । ତିନି ଦିନ ତୋର ଆଉ ତିନି ଦିନ ମୋର । ଏଭଳି ଅଜବ ଘଟଣା ଘଟିଛି ବିହାରରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)