Train Ticket Booking
ଭାରତୀୟ ରେଳବାଇ ଦେଶର ଜୀବନରେଖା, କୋଟି କୋଟି ଯାତ୍ରୀ ପ୍ରତିଦିନ ଟ୍ରେନ୍ ମାଧ୍ୟମରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚନ୍ତି । ତେବେ ବର୍ତ୍ତମାନ ଭାରତୀୟ ରେଳବାଇ ଆଇଆରସିଟିସି ଆପ୍ ଏବଂ କାଉଣ୍ଟରରୁ ତତ୍କାଳ ଟିକେଟ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଏହି ନିୟମ ୧ ଜୁଲାଇରୁ ଲାଗୁ ହେବ । ଯଦି ଆପଣ ଏହାକୁ ପାଳନ ନକରନ୍ତି ତେବେ ଆପଣ I RCTC ଆପ୍ ଏବଂ କାଉଣ୍ଟରରୁ ଟ୍ରେନ୍ ଟିକେଟ୍ କରିପାରିବେ ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)